ତାଜା ଖବର ରାଜ୍ୟ Water Crisis in Balangir: ପାଣି ସମସ୍ୟା ନେଇ ପି.ଏଚ. ଡି ଅଫିସ ଘେରାଉ; ଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ପ୍ରତିବାଦ May 5, 2026 Papirani ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ ।ସହରରେ ପାନୀୟ ଜଳ ସଙ୍କଟର ତୀବ୍ର ପ୍ରତିବାଦ କରି ପିଏଚଡି ଅଫିସ ଘେରାଉ କରାଯାଇଛି। ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଏବଂ ଅନେକ କାଉନସିଲର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ…
ତାଜା ଖବର ରାଜ୍ୟ ବିବାଦ ଏବଂ ଜନଅଶାନ୍ତି ପାଇଁ ବଦଳିଲେ ଦୁଇ ଆଇଆଇସି September 4, 2025 Papirani ବଦଳିଲେ ଦୁଇ ଆଇଆଇସି। କଣ୍ଟାବାଞ୍ଜି ଆଇଆଇସି ଓ ସଇଁତଳା ଆଇଆଇସି ବଦଳି କରାଯାଇଛି । କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି କରାଯାଇଥିବା ବେଳେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇଙ୍କୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଆଇଆଇସି…
ତାଜା ଖବର ରାଜ୍ୟ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ଘଟଣା: ୪ ଗିରଫ May 26, 2025 Papirani ହାତଗୋଡ଼ ବାନ୍ଧି ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମାଡ଼ ଘଟଣାରେ ୪ ଗିରଫ। ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ୍ । ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ…
ତାଜା ଖବର ରାଜ୍ୟ ଅନଲାଇନ୍ ବେଟିଂ ଗେମ୍ରେ ପୋଲିସର ଚଢ଼ାଉ; ୫ ଗିରଫ February 2, 2025 Papirani ଅନଲାଇନ୍ ବେଟିଂ ଗେମର ହେଲା ପର୍ଦ୍ଦାଫାସ । ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି ପୋଲିସ। ଯୁବକ ମାନଙ୍କ ମଧ୍ୟରେ ୪ ଜଣ ରାଜ୍ୟ…
ତାଜା ଖବର ରାଜ୍ୟ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଜେଲ ଗଲେ ଦୁଇ ଯନ୍ତ୍ରୀ January 9, 2025 Papirani ବଲାଙ୍ଗିର ଜିଲ୍ଲା ଟିଟିଲାଗଡର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ଜେଲ୍ ଗଲେ ୨ ଯନ୍ତ୍ରୀ । ୩ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଜେଲ୍ ଗଲେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସ୍ଡିଓ ଜଗନ୍ନାଥ ପତି, ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ । ଗତକାଲି…
ତାଜା ଖବର ରାଜନୀତି ରାଜ୍ୟ ୭୫ ବର୍ଷରେ ହୋଇଥିବା ଅବହେଳା ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର- ମୁଖ୍ୟମନ୍ତ୍ରୀ November 2, 2024 Papirani ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ…
ତାଜା ଖବର ରାଜନୀତି ରାଜ୍ୟ ଆଜି ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଏକାଧିକ ପ୍ରକଳ୍ପର କରିବେ ଶିଳାନ୍ୟାସ November 2, 2024 Papirani ଆଜି ବାଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁଷୁରା, ବେଲପଡ଼ା, ପାଟଣାଗଡ଼ ଏବଂ ବଲାଙ୍ଗିରରେ ଆୟୋଜିତ ସମୁଦାୟ ୬ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଜିଲ୍ଲାରେ ୫୯୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…
ରାଜ୍ୟ ଏନଏସି ଦାବିରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ February 25, 2024 Nirvay ବଲାଙ୍ଗିର: ଆଜି ବଲାଙ୍ଗିର ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ହୋଇଛି। ଲୋଇସିଂହାକୁ NAC ଘୋଷଣା କରାନଯିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି।ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ ବନ୍ଦ ଡାକରା ହୋଇଛି। ଏହି ବନ୍ଦ…