ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ତେବେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ପାଇଁ ଏହି ସକାଳୁଆ ନିୟମ ଲାଗୁ ହେବନି । କୋରାପୁଟ (ସଦର), ପୁରୀ (ସଦର) ପାଇଁ ମଧ୍ୟ ସକାଳୁଆ ନିୟମ ଲାଗିବନି । ଏହି ନିଷ୍ପତ୍ତି ନେଇ ହାଇକୋର୍ଟ ସୂଚନା ଦେଇଛନ୍ତି । ସକାଳୁଆ କୋର୍ଟ କାର୍ଯ୍ୟ ଚାଲୁ ରହିବା ଦ୍ୱାରା ମାମଲା ନିସ୍ପତ୍ତି ଶୀଘ୍ର ହେବ ବୋଲି ହାଇକୋର୍ଟ କହିଛନ୍ତି । Post navigation Ram Navami 2026: ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ