2-odisha-cadre-is-officers-go-on-central-deputation

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଦୁଇ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ଏବଂ ସ୍ଵାଧା ଦେବ ସିଂ ।

୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ସମର୍ଥ ବର୍ମାଙ୍କୁ ସିପିଂ ଓ ଜଳପଥ ନିର୍ଦ୍ଦେଶକ ଭାବେ ଭାବରେ ନିଯୁକ୍ତି ଦିଆଯାଇଛି । ସେଇଭଳି, ୨୦୧୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ସ୍ଵାଧା ଦେବ ସିଂ ଜନଗଣନା ଅଭିଯାନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

କହିରଖୁଛୁ ଯେ, ପୁରୀ ଓ ରାୟଗଡ଼ା ଜିଲ୍ଲାପାଳ ଥିବାବେଳେ ସମର୍ଥ ବର୍ମା ଓ ସ୍ୱଧାଦେବ ସିଂ ପରସ୍ପରକୁ ୨୦୨୩ ରେ ବିବାହ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *