Commissionerate Police, Traffic Advisory, Durga Puja, Dussehra, Odisha
ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି । ସେପ୍ଟେମ୍ବର ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
 
ମାର୍ଗଦର୍ଶିକା ଅନୁସାରେ, ଦୁର୍ଗାପୂଜା ପାଇଁ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରୀ ଯାନ ଯିବା ଆସିବା ବାରଣ କରାଯାଇଛି ।
 
ଏହି ସମୟ ସୀମା ଭିତରେ ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ ଛକ, ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଛକ, ଜୟଦେବବିହାର ଛକରୁ ନନ୍ଦନକାନନ ଓ ରାଜଭବନ ପର୍ଯ୍ୟନ୍ତ ଭାରିଯାନ, ସିଆରପି ଛକ ଠାରୁ ପାୱାର ହାଉସ୍‌, ଖଣ୍ଡଗିରିରୁ ପୋଖରୀପୁଟ ପର୍ଯ୍ୟନ୍ତ ଭାରିଯାନ ଗଡ଼ିବ ନାହିଁ ।
Commissionerate Police Issues Traffic Advisory for Durga Puja
Commissionerate Police Issues Traffic Advisory for Durga Puja

By Nirvay

Leave a Reply

Your email address will not be published. Required fields are marked *