Tag: Durga Puja

BBSR Durga Idol Immersion Today: ଆଜି ମା’ ଦୁର୍ଗାଙ୍କ ଭାସାଣି: ଅପରାହ୍ନ ୨ଟାରୁ ଭୁବନେଶ୍ବରରେ ଜାରି ହେବ ଟ୍ରାଫିକ୍ କଟକଣା

ରାଜଧାନୀ ଭୁବନେଶ୍ୱରରେ ଆଜି ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଆଜି ଅପରାହ୍ନ ୨ଟାରୁ ରାଜଧାନୀ ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମେଲାଣି ବା ଭାସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ କମିଶନରେଟ୍ ପୋଲିସ…

Vijayadashami Celebrations Today: ଆଜି ପବିତ୍ର ବିଜୟାଦଶମୀ

ଆଜି ପବିତ୍ର ବିଜୟାଦଶମୀ। ମହାମାୟାଙ୍କ ଦଶହରା ଉତ୍ସବର ଏହା ହେଉଛି ଅନ୍ତିମ ପର୍ବ। ଆଜି ପୂଜା ମଣ୍ଡପଗୁଡ଼ିକରେ ବିଜୟାଦଶମୀ ଉତ୍ସବ ଅତ୍ୟନ୍ତ ଧୁମଧାମ ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ଏବଂ ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ…

DJ Music Banned in BBSR: ଭୁବନେଶ୍ୱରର ଦୁର୍ଗାପୂଜା ଭାସାଣିରେ ଡିଜେ ଉପରେ ଲାଗିଲା କଟକଣା; କଡ଼ା ଚେତାବନୀ ଦେଲେ ଡିସିପି

ଭୁବନେଶ୍ୱରରେ ଦୁର୍ଗାପୂଜା ଭାସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼କଡ଼ି କଟକଣା ଜାରି କରାଯାଇଛି। ଚଳିତ ବର୍ଷ ଭାସାଣି ଶୋଭାଯାତ୍ରା ସମୟରେ ଡିଜେ ମ୍ୟୁଜିକ୍ ବଜାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ବୋଲି ମଙ୍ଗଳବାର…

Durga Puja 2026: ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମହାପବିତ୍ର ଦୁର୍ଗାପୂଜାର ପାବନ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ନିଷ୍ଠାପର ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ପ୍ରତ୍ୟେକ…

Odisha CM Skips puja Pandal Visits: ଚଳିତ ବର୍ଷ ପୂଜା ମଣ୍ଡପ ବୁଲିବେ ନାହିଁ ମୁଖ୍ୟମନ୍ତ୍ରୀ; ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ ପାଇଁ ନିଷ୍ପତ୍ତି

ଚଳିତ ବର୍ଷ ରାଜ୍ୟରେ ସାମ୍ପ୍ରତିକ ଲଗାଣ ବର୍ଷା ଓ ବନ୍ୟାଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଦୁର୍ଗା ପୂଜା ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି…

Traffic Guidelines for Kataka Durga Puja: କଟକରେ ଦୁର୍ଗାପୂଜା ପାଇଁ ଟ୍ରାଫିକ ମାର୍ଗଦର୍ଶିକା ଜାରି: ୧୬ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ବଳବତ୍ତର

ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଦୃଷ୍ଟିରେ ରଖି କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ସର୍ବସାଧାରଣଙ୍କ ଅବଗତି…

Kataka Durga Puja 2026: ଦୁର୍ଗାପୂଜା ପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ

ଚଳିତ ବର୍ଷ ଦଶହରା ଓ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସହରରେ ମୋଟ ୬୦ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯିବ…

BBSR Traffic Restrictions For Durga Puja:  ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି

ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଶୃଙ୍ଖଳିତ ଏବଂ ନିରାପଦ ଯାନବାହାନ ଚଳାଚଳ, ଜନସାଧାରଣ ଓ ପଦଯାତ୍ରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏହି ନିୟମଗୁଡ଼ିକ ଆସନ୍ତା ୧୬ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ…

Navratri Begins Today: ଆଜିଠାରୁ ଆରମ୍ଭ ଶାରଦୀୟ ନବରାତ୍ରି; ଆଜି ମା’ଙ୍କର ଶୈଳପୁତ୍ରୀ ବେଶ

ସାରାଦେଶରେ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି ।ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ମାଆ ଦୁର୍ଗାଙ୍କର ଶୈଳପୁତ୍ରୀ ରୂପରେ ପୂଜା କରାଯାଉଛି। ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଆରାଧନା କରି ଭକ୍ତମାନେ…

Durga Puja 2026: ସିସିଟିଭି ନଜରରେ ରହିବ କଟକ ଦୁର୍ଗାପୂଜା: ଡିସିପି

ଆଗାମୀ ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ କଟକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ…