ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ହୋଇଥିବା ମାମଲାରେ ନୋଟିସ୍ । ପ୍ରାୟ ବର୍ଷେ ହେଲାଣି ଅଚଳ ହୋଇପଡ଼ିଛି ଲୋକାୟୁକ୍ତ । ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟ ପଦବୀ ଖାଲି ପଡ଼ିଛି ।

ସୂଚନା ଯୋଗ୍ୟ; ଅଚଳ ହୋଇପଡ଼ିଛି ଓଡ଼ିଶା ଲୋକାୟୁକ୍ତ। ଦୁର୍ନୀତି ନିବାରଣ ପାଇଁ ଗଢ଼ାଯାଇଥିବା ଅର୍ଦ୍ଧନ୍ୟାୟିକ ସଂସ୍ଥା- ଓଡ଼ିଶା ଲୋକାୟୁକ୍ତରେ ୨୦୨୪ରୁ ଜଣେ ବି ସଦସ୍ୟ ନାହାନ୍ତି।

 

Leave a Reply

Your email address will not be published. Required fields are marked *