ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବାକୁ ଯାଉଛି। ଏହା ପୂର୍ବରୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବଡ଼ ସୂଚନା । ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ନିର୍ଦ୍ଦେଶାନାମା ଜାରି କରାଯାଇ କୁହାଯାଇଛି ଯେ, ଉଦଘାଟନୀ ଦିନ ରୋଷ କର୍ଯ୍ୟରେ ସାମିଲ ହେବାକୁ ମନକରାଇଛି । ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗର ବାସିନ୍ଦା କରାଯିବ । ଏଥିସହ ଶ୍ରୀମନ୍ଦିର କାର୍ଯ୍ୟରୁ ସବୁଦିନ ବାରଣ କରାଯିବ । ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ଦସ୍ତଖତରେ ସୂଚନା ଜାରି

Leave a Reply

Your email address will not be published. Required fields are marked *