Key meeting over untimely Ratha Jatra by ISKCON
ଅଦିନିଆ ରଥଯାତ୍ରାକୁ ନେଇ ରାଜ୍ୟ ଅତିଥି ଭବନରେ ଗୁରୁବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
 
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
 
ଭାରତ ଭିତରେ ଯେପରି ପାଳନ ହେଉଛି, ବିଦେଶରେ ବି ସେପରି ତିଥି ଅନୁସାରେ ରଥଯାତ୍ରା ପାଳନ କରିବା ପାଇଁ ଇସ୍କନକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି ।

By Nirvay

Leave a Reply

Your email address will not be published. Required fields are marked *