Odisha Police recruitment exam postponed
ଆସନ୍ତା ୮ ଓ ୯ ତାରିଖରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ହୋଇଛି ।
 
ଓଡ଼ିଶା ପୋଲିସର ଗୃପ ବି ପଦବୀ ନିମନ୍ତେ ମିଳିତ ନିଯୁକ୍ତି ପରୀକ୍ଷା ୨୦୨୫ର ଲିଖିତ ପରୀକ୍ଷା ସ୍ଥଗିତ ହୋଇଛି ।
 
ସୂଚନା ଅନୁଯାୟୀ ମାର୍ଚ୍ଚ ୯ରେ ରେଲୱେ କନଷ୍ଟେବଲ ପରୀକ୍ଷା ହେବାକୁ ଅଛି ।

By Nirvay

Leave a Reply

Your email address will not be published. Required fields are marked *