କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ହାଇ-ଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଚଢାଉ । ଏକାସାଙ୍ଗରେ ରାଜଧାନୀରରେ ଥିବା ୩ ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଚଢାଉ ଆରମ୍ଭ କରିଛି ଇଡି ଟିମ୍ । ରାଉରକେଲା ସହ ଭୁବନେଶ୍ବର ଥିବା ହାଇଟେକ୍ରେ ଯାଞ୍ଚ ଆରମ୍ଭ କରିଛି ଇଡି । ଏହି ସବୁ ଘରୋଇ ମେଡିକାଲ ସଂସ୍ଥାରେ, ଏନଆରଆଇ କୋଟାରେ ଆଡମିଶନ ନେଇ କିଛି ଘୋଟଲାର ସୁରାଗ ପାଇବା ପରେ ଇଡି ଚଢାଉ କରିଛି । ଏହି ଚଢାଉରେ କୋଲକାତା ଇଡିର ୫ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି । ତେବେ ଇଡି ପକ୍ଷରୁ ହୋଇଥିବା ଯାଞ୍ଚ ନେଇ କିମ୍ସ, ହାଇଟେକ୍ ଓ ସମ୍ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ। Post navigation କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସମାରୋହ କୁ ଆସିଲେନି ନବୀନ