ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଜାରି ରହିଛି ତନାଘନା।ତଦନ୍ତ ପାଇଁ ଆବାସିକ ବିଦ୍ୟାଳୟରେ ପହଞ୍ଚିଛି ଆରଡିସି । ଏହା ସହ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ସୁଶାନ୍ତ ଖିଲ। ଅଭିଯୁକ୍ତର ଘର ଚିତ୍ରକୋଣ୍ଡା ଥାନା ଅଧିନ ଦିଶାରୀଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି । ସୁଶାନ୍ତଙ୍କ ସହ ପୂର୍ବରୁ ପୀଡ଼ିତା ସମ୍ପର୍କରେ ଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଗିରଫ ପରେ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରିଛି ଚିତ୍ରକୋଣ୍ଡା ପୋଲିସ୍ । Post navigation ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ମାଲକାନଗିରି ପରେ ଯାଜପୁରରେ ମାଆ ହେଲେ ଜଣେ ଦଶମ ଛାତ୍ରୀ