ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଜଭବନରେ ରାଜ୍ୟପାଳ ହରି ବାବୁ କମ୍ଭମ୍ପତିଙ୍କୁ ଭେଟି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବାପରେ ହରିବାବୁ କମ୍ଭମ୍ପତିଙ୍କୁ ପ୍ରଥମ ଥର ପାଇଁ ଜୟ ପଣ୍ଡା ରାଜ୍ୟପାଳଙ୍କୁ ଭେଟି ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । Post navigation କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁର ରାଉତରାୟ ଓଡ଼ିଶାର ୨୧୦୦୦ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ୱ କୋଠା ନାହିଁ, ୩୧୦୦୦ ରେ ବିଜୁଳି ନାହିଁ: ପ୍ରଭାତୀ ପରିଡ଼ା