ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ବିମାନ ବନ୍ଦର ଅଣାଯାଇଛି । ୧୨ ତାରିଖରେ ଅହମ୍ମଦାବାଦରେ ସିରିଜର ଶେଷ ମ୍ୟାଚ ଖେଳିବ । ଅନ୍ୟପଟେ ଭୁବନେଶ୍ବର ଛାଡ଼ିବା ପୂର୍ବରୁ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ହୋଟେଲ ଆଗରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । Post navigation ଜଙ୍ଗଲରୁ ମିଳିଲା ସ୍କୁଲ ୟୁନିଫର୍ମ ପିନ୍ଧା ଦୁଇ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ରାଜରାସ୍ତାରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକ