ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ଉଦ୍ୟାନର ସବୁଠୁ ବୟସ୍କ ସିମ୍ପାଞ୍ଜି ଜୁଲୁ । ୧୯୯୪ ମସିହାରେ ସିଙ୍ଗାପୁର ଚିଡ଼ିଆଖାନାରୁ ଜୁଲୁକୁ ଅଣାଯାଇଥିଲା ।ଆଣିବାବେଳେ ଜୁଲୁକୁ ସାଢ଼େ ତିନିବର୍ଷ ହୋଇଥିଲା ଏବଂ ମୃତ୍ୟ ବେଳକୁ ତାକୁ ୩୬ ବର୍ଷ ହୋଇଥିଲା । ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ସିମ୍ପାଞ୍ଜି ଛୁଆ ଜନ୍ମ ଦେଇଥିଲା । ହେଲେ ଆଜି ଜୁଲୁର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୭କୁ ଖସିଛି । Post navigation ବିଲକୁ ଗଲେ ନବୀନ; ଚାଷୀଙ୍କୁ ଭେଟିଲେ, ଦୁଃଖ ଶୁଣିଲେ, କ୍ଷତିପୂରଣ ଦାବି କଲେ ବିଜେପି କର୍ମୀଙ୍କ ଗୁଣ୍ଡାରାଜରେ ଅତିଷ୍ଠ ରାଜ୍ୟବାସୀ: ବିଜେଡି