ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ମଙ୍ଗଳବାର ରାତିରେ ପଞ୍ଜାବର ବାଥିନାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ ୩୨ ବିମାନ ଓଡ଼ିଶାରେ ପହଞ୍ଚିଥିଲେ ।

ଏହି ପାଞ୍ଚଟି ଏନଡିଆରଏଫ ଟିମରେ ମହିଳାଙ୍କ ସମେତ ୧୫୦ ଜଣିଆ ସଦସ୍ୟଙ୍କୁ ସଦସ୍ୟ ଅଛନ୍ତି ଓ ଏମାନଙ୍କୁ ୫ଟି ଅସୁରକ୍ଷିତ ଜିଲ୍ଲା ତଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମୁତୟନ କରାଯାଇଛି । ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ସମେତ ଏମାନେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବେ ।

 

 

ଏହି ପାଞ୍ଚଟି ଏନଡିଆରଏଫ ଟିମରେ ମହିଳାଙ୍କ ସମେତ 152 ଜଣ ସଦସ୍ୟ ଅଛନ୍ତି ଏବଂ ସେମାନେ ପାଞ୍ଚଟି ଅସୁରକ୍ଷିତ ଜିଲ୍ଲା – ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ଜଜପୁରରେ ନିୟୋଜିତ ହେବେ।

Leave a Reply

Your email address will not be published. Required fields are marked *