ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଘନଘନ ସମୀକ୍ଷା ବୈଠକ ସହ ଲୋକଙ୍କ ସମସ୍ୟାକୁ ଦୂର କରିବା ଏବଂ ଯେପରି ଗୋଟିଏ ବି ଜୀବନହାନି ନହୁଏ ସେଥ‌ିପ୍ରତି ଦୃଷ୍ଟି ଦିଆଯାଉଛି । ଏହି କ୍ରମରେ ଲୋକଙ୍କୁ ଯଥାସମ୍ଭବ ସହ‌ଯୋଗ ଯୋଗାଇଦେବା ପାଇଁ ରେଳବାଇ ସମ୍ପୂର୍ଣ ପ୍ରସ୍ତୁତ ପ୍ର ଅଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

‘ନିର୍ଭୟ’କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାତ୍ୟା ସଂପର୍କରେ କଣ ସବୁ କହିଛନ୍ତି ଦେଖନ୍ତୁ :-

Leave a Reply

Your email address will not be published. Required fields are marked *