ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି। ତହସିଲଦାରଙ୍କ ପାଇଁ ୧୦ କୋଟିର ରାଜସ୍ୱ ଅନାଦାୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଲଘୁ ଖଣିଜ ପଦାର୍ଥ ଲିଜ୍‌ଧାରୀଙ୍କଠାରୁ ଅଗ୍ରୀମ ରୟାଲିଟି ଆଦାୟ କରିବା କଥା, ହେଲେ ବାଙ୍ଗିରିପୋଷି ତହସିଲଦାର ୧୦.୩୫ କୋଟି ଆଦାୟ କରିନଥିଲେ। ତହସିଲଦାରଙ୍କ ପାଇଁ ୧୦ କୋଟି ୩୫ ଲକ୍ଷ ରାଜସ୍ୱ ଆଦାୟ ହୋଇପାରିନଥିଲା।

Leave a Reply

Your email address will not be published. Required fields are marked *