ଆଜି କେନ୍ଦୁଝରରେ ଆରମ୍ଭ ହୋଇଥିବା ସୁଭଦ୍ରା ରଥର ଶୁଭାରମ୍ଭ ଅବସର ପ୍ରତିକ୍ରିୟା ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ରାଜ୍ୟରେ ୩ ହଜାର ଫରେଷ୍ଟ ଗାର୍ଡ ପଦବୀ ଖାଲିପଡ଼ିଛି । କିନ୍ତୁ ଏଥିରୁ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ କହିଛନ୍ତି। ପ୍ରଥମେ ବନ ବିଭାଗ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଲି ମନ୍ତ୍ରୀ କହିଛନ୍ତି।

 

 

Leave a Reply

Your email address will not be published. Required fields are marked *