Tag: #bjp#cmodisha

ବିଜେଡି ଉପରେ ବର୍ଷିଲେ ମୋଦି,କହିଲେ ସିଏମ୍ ଉପରେ ଆଉ ଜଣେ ସୁପର ସିଏମ୍

ବରଗଡ଼; ଆଜି ବରଗଡ଼ରେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣହୁଙ୍କାର ଶୁଣିବାକୁ ମିଳିଛି । କିନ୍ତୁ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମନରେ କ୍ରୋଧ ଅଛି। ବୋଲି ଲୋକେ…