ଉତ୍ତର ପ୍ରଦେଶର ବାହାରଚିରେ ଗଧିଆ ଆତଙ୍କ ଥମୁନି । କାଲି ଆତଙ୍କ ଖେଳାଇ ଥିବାବେଳେ ଆଜି ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ମାସରେ ୯ ଜଣଙ୍କୁ ମାରିଲେଣି ଗଧିଆ ପଲ। ୧୦ରୁ ଅଧିକ ଆହତ ହୋଇଛନ୍ତି। ବନବିଭାଗ ଏଯାବତ୍ ୪ ଗଧିଆଙ୍କୁ ଧରିଥିବା ବେଳେ ଆଉ ଦୁଇଙ୍କୁ ଖୋଜୁଛି । Post navigation ବିଜେପିରେ ମିଶିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସମେତ କାଉନସିଲର ୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ମୋଦି