ଭୁବନେଶ୍ବରରେ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର। ବିଜେପିରୁ ସୁନୀତି ମୁଣ୍ଡଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଦଳରେ ବିଶୃଙ୍ଖଳା କରି ଦଳୀୟ ଅନୁଶାସନ ଯିଏ ଭଙ୍ଗ କରିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ସଂକଳ୍ପ ପତ୍ରରେ ଯାହା ଯାହା କହିଥିଲା କରି ଦେଖାଉଛି। ରତ୍ନଭଣ୍ଡାର ହେଉ କି ୪ ଦ୍ବାର ଖୋଲିବା ପ୍ରସଙ୍ଗ ହେଉ କରି ଦେଖାଇଛୁ ବୋଲି ଶ୍ରୀ ତୋମାର କହିଛନ୍ତି।

Leave a Reply

Your email address will not be published. Required fields are marked *