ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଚଢ଼ାଉ । ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା । ଏକକାଳୀନ ୬ଟି ସ୍ଥାନ ତଥା ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହରର ରାମକୃଷ୍ଣନଗରରେ ଥିବା ଗୋଟେଏ ଘରେ, ଖୋର୍ଦ୍ଧାସିଂ ଶରଧାବାଲିର ଏକ ଘରେ ,କଳିଙ୍ଗନଗରରେ ଥିବା ଏକ ଘରେ ଓ ପୋଲସରା ସ୍ଥିତ ଦୁଇଟି ଘରେ ଉପରେ ରେଡ୍‌ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *