ଭଞ୍ଜନଗର ଆରସିଏମଏସ ସମ୍ପାଦକ ସନ୍ତୋଷ ମହାରଣାଙ୍କୁ ବରଖାସ୍ତ ପାଇଁ ନିବେଦନ କରାଯାଇଛି। ଏ ନେଇ ଭିଜିଲାନ୍ସ ବିଭାଗ ବିଭଗୀୟ ଅଧିକାରୀଙ୍କୁ ନିବେଦନ କରିବ। ସନ୍ତୋଷଙ୍କ ବିରୋଧ ଚାର୍ଜସିଟ ଦାଖଲ ପରେ ଭିଜିଲାନ୍ସ ବିଭାଗ ଆକ୍ସନ ନେଇଛି। ସନ୍ତୋଷ ଜମି କିଣାବିକା ଜାଲିଆତି କରିଥିଲେ। ୧୯ ଲକ୍ଷ ୪୬ ହଜାର ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *