ବରିଷ୍ଠ ଫଟୋ ଜର୍ନାଲିଷ୍ଟ ତଥା ଇଷ୍ଟର୍ନ ପ୍ରେସ ଏଜେନ୍ସିର ମୁଖ୍ୟ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ର(୬୩)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ଓଡ଼ିଶାରେ ଅନେକ ଫଟୋ ଜର୍ନାଲିଷ୍ଟଙ୍କ ଭବିଷ୍ୟତ ଗଢିଛନ୍ତି। ସେ ଅନେକ ପ୍ରମୁଖ ଖବରକାଗଜ ସହ ମଧ୍ୟ ଜଡିତ ଥିଲେ। ସେ ତାଙ୍କ ସଂଗଠନ ଚଳାଇବାକୁ ଆର୍ଥିକ ସହାୟତା ପାଇବା ପାଇଁ ସଂଘର୍ଷ କରିଛନ୍ତି। ବିଜୁ ପଟ୍ଟନାୟକ ଫଟୋ ଗ୍ୟାଲେରୀ ତାଙ୍କ ଦ୍ୱାରା ଗଠନ ହୋଇଥିବା ବେଳେ କୌଣସି ସରକାରୀ ସହାୟତା ମିଳିନଥିଲା।

Leave a Reply

Your email address will not be published. Required fields are marked *