୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନ ପ୍ୟାଟର୍ଣ୍ଣ ବଦଳିଲା। ୨୦୨୩ରେ ରେଜିଷ୍ଟ୍ରୀ କରି ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ ହେବ। ପିଲାଙ୍କୁ ୮୦+୨୦ ଅନୁପାତରେ ଥିଓରୀ-ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ନନ୍‌ପ୍ରାକ୍ଟିକାଲ ବିଷୟରେ ୮୦ ଥିଓରୀ, ୨୦ ଇଣ୍ଟରନାଲ୍‌ ପରୀକ୍ଷା ରହିବ। ନନ୍‌ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍‌ମାର୍କ ୮୦, ପାସ୍‌ ମାର୍କ ୨୪ ରହିବ।

Leave a Reply

Your email address will not be published. Required fields are marked *