ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି । କଲେଜ ନିର୍ବାଚନ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ହୋହାଲ୍ଲା କରିବା ସହ ଜୋରଦାର ପ୍ରତିବାଦ କରିଥିଲା ।ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲିପାରିଲାନି ଗୃହ । ସେଥିପାଇଁ ଅପରାହ୍ମ ୪ଟା ଯାଏ ଗୃହ ମୁଲତବି କଲେ ବାଚସ୍ପତି ।

Leave a Reply

Your email address will not be published. Required fields are marked *