ସରୁନି କୁବେର ସରକାରୀ ଅଧିକାରୀଙ୍କ ତାଲିକା। ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପୁଣି ଲାଞ୍ଚ ନେଇ ଧରାପଡିଛନ୍ତି ଉଦଳା ପୋଷ୍ଟାଲ ଇନ୍ସପେକ୍ଟର। ସିବିଆଇ ଦ୍ୱାରା ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି। କୁଶଳଦା ପଥୁରୀକଟା ବିପିଏମ୍‌ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ସହ ମାଡ଼ି ବସିଲା ସିବିଆଇ ଆଣ୍ଟି କରପସନ ଟିମ୍‌। ସୂଚନାଯୋଗ୍ୟ, ସରକାର ଗଠନ ପରେ ଆକ୍ସନ ମୋଡ଼କୁ ଆସିଛି ବିଜେପି। ଦୁର୍ନୀତି ରୋକିବାକୁ ଚାଲିଛି ଅଭିଯାନ।

By Nirvay

Leave a Reply

Your email address will not be published. Required fields are marked *