ଆସନ୍ତାକାଲି ପୋଲଭରମ ଗସ୍ତରେ ଯିବେ ବିଜେଡି ଟିମ୍ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଟିମ ଗଠନ କରିଛନ୍ତି । ଆସନ୍ତାକାଲି ପୋଲଭରମକୁ କମିଟିର ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୋଲାଭରମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ସ୍ଥିତି ପରଖିବ ଟିମ୍। ଏହା ସହ ସ୍ଥାନୀୟ ନେତା ମଧ୍ୟ ହେବେ ସାମିଲ ହେବେ ବୋଲି ଜଣାପଡିଛି । ନବୀନଙ୍କ ଦ୍ୱାରା ଗଠିତ ଟିମରେ ଅତନୁ ସବ୍ୟସାଚୀ ନାୟକ ଓ ଭୃଗୁ ବକ୍ସିପାତ୍ର ରହିଛନ୍ତି ।

Leave a Reply

Your email address will not be published. Required fields are marked *