ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ନିକଟ ଏକ ଘରୁ ବିପୁଳ ପରିମାଣର ମାଂସ ଜବତ ହୋଇଛି ପୋଲିସ । ଏହା କି ମାଂସ ଆଶଂକା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଡିପ୍ ଫ୍ରିଜ ଭିତରେ ଏହି ମାଂସ କାହିଁକି ରଖାଯାଇଥିଲା, ଏହା କି ମାଂସ ନେଇ ପ୍ରଶ୍ନ ଉଠିଛି । ପୋଲିସ ଏହାକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି। ଏହି ଘଟଣାରେ ଜଣଙ୍କୁ ପଚରା ଉଚୁରା କରାଯାଇଥିବା ସୂଚନା ମିଳିଛି। Post navigation କାଶୀପୁରରେ ଡିପଥେରିଆ ପାଇଁ ବୁଷ୍ଟର ଡୋଜ ମହାନଦୀ ଶୁଖି ଯାଉଛି, ଯେତିକି ପାଣି ମିଳିବା କଥା ଓଡ଼ିଶାକୁ ସେତିକି ମିଳୁନି: ପ୍ରସନ୍ନ ଆଚାର୍ଯ୍ୟ