କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ସେ ନେଇ ସମସ୍ତେ ଆଶା ଆଶଙ୍କାରେ ଅଛନ୍ତି। ବିଭାଗ ବଣ୍ଟନକୁ ସମସ୍ତେ ଚାହିଁ ରାହିଥିବାବେଳେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନରେ ବିଳମ୍ବ ହେଉଛି। ଏ ନେଇ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ଖୁବ୍ ଶୀଘ୍ର ବିଭାଗ ବଣ୍ଟନ ହେବ ବୋଲି କହିଛନ୍ତି। ସରକାର ଏ ନେଇ ପଦକ୍ଷେପ ନେଉଛନ୍ତି, ଖୁବ୍ ଶୀଘ୍ର ଜଣାଇ ଦିଆଯିବ। Post navigation କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିିତ୍ୱ ଗ୍ରହଣ କଲେ ଜୁଏଲ ଓରାମ ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ