ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଭଦ୍ରକ ଜିଲ୍ଲାରେ ଏବେ ଗୋଟିଏ ସ୍ଥାନରେ ୫ଜଣରୁ ଅଧିକ ଲୋକ ବସିବା ,କଥାହେବା , ବୁଲିବା ଏବଂ ପ୍ରଚାର କରିବା ମନା କରାଯାଇଛି।ଭଦ୍ରକ ଜିଲ୍ଲାପାଳ ସମସ୍ତ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରିଥିବା ନେଇ ସୂଚନା ମିଳିଛି।। Post navigation ରାଉରକେଲାରେ ୬ ଘଣ୍ଟା ଭିତରେ ୧୦ ମୃତ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ