ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଭଦ୍ରକ ଜିଲ୍ଲାରେ ଏବେ ଗୋଟିଏ ସ୍ଥାନରେ ୫ଜଣରୁ ଅଧିକ ଲୋକ ବସିବା ,କଥାହେବା , ବୁଲିବା ଏବଂ ପ୍ରଚାର କରିବା ମନା କରାଯାଇଛି।ଭଦ୍ରକ ଜିଲ୍ଲାପାଳ ସମସ୍ତ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରିଥିବା ନେଇ ସୂଚନା ମିଳିଛି।।

By SonaliP

Leave a Reply

Your email address will not be published. Required fields are marked *