ରାଜ୍ୟ କଂଗ୍ରେସ ଗାଡ଼ି ଅଟକାଇବନି ଡ୍ରାଇଭର ମହାସଂଘ July 10, 2025 Nirvay କାଲି କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିରେ କଂଗ୍ରେସ ଗାଡ଼ି କୁ ଡ୍ରାଇଭର ମହାସଂଘ ଅଟକାଇବନି ବୋଲି ଆଜି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି । କଂଗ୍ରେସ ପୂର୍ବରୁ ଡ୍ରାଇଭର ମହାସଂଘକୁ ଆସନ୍ତା କାଲି ହେଉଥିବା…
ରାଜ୍ୟ ଆସନ୍ତା ବର୍ଷ ପୁରୀରେ ଅନୁଷ୍ଠିତ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ July 10, 2025 Nirvay ଆଜି ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
ରାଜନୀତି ରାଜ୍ୟ ସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ: ଭକ୍ତ ଚରଣ ଦାସ July 10, 2025 Nirvay କଂଗ୍ରେସ ସମ୍ବିଧାନ ବଞ୍ଚାଇବା ପାଇଁ ଯେଉଁ ଅଭିଯାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତାହା ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ…
ରାଜ୍ୟ ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର July 10, 2025 Nirvay ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆନ୍ଦୋଳନରତ ଡ୍ରାଇଭର ଜଣେ ଡ୍ରାଇଭରଙ୍କୁ ମାଡ଼…
ରାଜ୍ୟ ଜେଲ୍ ଗଲେ ଏମ୍ସିଏଲ୍ ଚିଫ୍ ମ୍ୟାନେଜର ଅଖିଳେଶ ବର୍ମା July 10, 2025 Nirvay ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମା ଲାଞ୍ଚ ନେଲା ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ହାତରେ ବୁଧବାର ଦିନ ରାତିରେ ଧରା ପଡ଼ିଥିଲେ । କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ୨୦…
ରାଜ୍ୟ ୧୨ ତାରିଖରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ July 10, 2025 Nirvay ଆସନ୍ତା ୧୨ ତାରିଖରେ ମୁମ୍ବାଇରୁ ଓଡ଼ିଶା ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି । ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର…
ତାଜା ଖବର ରାଜ୍ୟ ଆଇଏଏସ୍ ମନୋଜ ମହାନ୍ତି ହେଲେ ଓପିଏସସି ସଦସ୍ୟ July 10, 2025 Papirani ଅବସରପ୍ରାପ୍ତ ଆଇଏଏସ୍ ମନୋଜ କୁମାର ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ସଦସ୍ୟ ଭାବେ ନିଯୁକ୍ତ । ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ତାଜା ଖବର ରାଜ୍ୟ କାର୍ ଭିତରୁ ମିଳିଲା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା July 10, 2025 Papirani ଅବକାରୀ ଟିମ୍ ହାତରେ ଗଞ୍ଜେଇ ବଦଳରେ ଲାଗିଛି ବିପୁଳ ପରିମାଣରେ ରୁପା ଇଟା । କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ । ସମ୍ବଲପୁର ଅବକାରୀ ଟିମ୍ ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରେ ଏକ କାରରୁ…
ତାଜା ଖବର ରାଜନୀତି ରାଜ୍ୟ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ତାତିଲା ବିଜୁ ମହିଳା ଜନତା ଦଳ July 10, 2025 Papirani ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଛି ବିଜୁ ମହିଳା ଜନତା ଦଳ । ଗିରଫ ଦାବି ନେଇ ମହିଳା…
ତାଜା ଖବର ମନୋରଞ୍ଜନ ରାଜ୍ୟ ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ July 10, 2025 Papirani ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ । କମିଶନରେଟ ପୁଲିସ ଅନ୍ତର୍ଗତ ବଡ଼ଗଡ଼ ଥାନା ପୁଲିସ ପାର୍ଥସାରଥୀଙ୍କୁ ଗିରଫ କରିଛି । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। NBW ଆଧାରରେ ଏକାଧିକ ମାମଲାରେ ତାଙ୍କୁ ପୋଲିସ୍ ଗିରଫ କରିଛି।…