SIR Phase-III to begin in Odisha from July 1

IPS ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା କେନ୍ଦ୍ରୀୟ ବିଜେପି ପ୍ରତିନିଧି ଦଳ। ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କଲା ବିଜେପି। ବଦଳି ହୋଇଥିଲେ ବି ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଛନ୍ତି ଆଶିଷ ସିଂଙ୍କ ବୋଲି ପୂର୍ବରୁ ରାଜ୍ୟ ବିଜେପି ଅଭିଯୋଗ କରି ତାଙ୍କୁ ରାଜ୍ୟ ବାହାରକୁ ବଦଳି କରିବା ପାଇଁ ଦାବି କରିଥିଲା।

CMOରେ ଆଇଜି ଭାବେ କାର୍ଯ୍ୟକରୁଥିଲେ ବି ନିର୍ବାଚନ ପ୍ରଭାବିତ କରିବା ପାଇଁ ଅଭିଯୋଗ କରିଛି ବିଜେପି। ପୂର୍ବରୁ ଅଭିଯୋଗ ଅନୁସାରେ ସେଣ୍ଟ୍ରାଲ ରେଞ୍ଜ IGରୁ ତାଙ୍କୁ ହଟାଯାଇଥିଲା।

 

 

By Nirvay

Leave a Reply

Your email address will not be published. Required fields are marked *