ନିର୍ବାଚନ ତାରିଖ ଘୋଷଣା ହେବାପରେ ବିଜେପିରେ ଘନ ଘନ ବୈଠକ ଆରମ୍ଭ ହୋଇଛି। ଏହି ମଧ୍ୟରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ। ସେ କହିଛନ୍ତି ଯେ ପୁରା ନିର୍ବାଚନ ନେଇ ଷ୍ଟ୍ରାଟେଜି କରାଯାଇଛି। ଖାଲି ଏତିକି ନୁହଁ ନାମାଙ୍କନରୁ ନିର୍ବାଚନ ଶେଷ ଯାଏ ଆଲୋଚନା ହୋଇଛି।

କେମିତି ନିର୍ବାଚନ ଲଢ଼ାଯିବ ଆଲୋଚନା ହୋଇଛି। କିପରି ଭଲରେ ସବୁ ଶେଷ ହେବ ତାହା ମଧ୍ୟ ଦଳ ଭାବିଛି। ଶେଷରେ ସେ କହିଥିଲେ ଯେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ମଧ୍ୟ ସ୍ଥିର ହେବ।

By Nirvay

Leave a Reply

Your email address will not be published. Required fields are marked *