ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଦୁଇ ଜଣ ପୂର୍ବତନ ସରକାରୀ କର୍ମଚାରୀ ଗିରଫ। ପଞ୍ଚାୟତର ପ୍ରାୟ ୪ଟି ଉନ୍ନୟନମୂଳକ ପ୍ରକଳ୍ପରେ କୌଣସି କାର୍ଯ୍ୟ ନକରି ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ୧୨ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତର ପୂର୍ବତନ GRS ଜି. ଶଙ୍କର ଏବଂ ଗ୍ରାମସେବକ ଲାଇଖନ ନାୟକଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *