IndiGo Flight Makes Emergency Landing in Ahmedabad Following Bomb Threat

ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ଆଜିଠାରୁ ପୁଣି ଆରମ୍ଭ ହୋଇଛି । ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଏହି ସେବା ଚାଲୁ ହେବା ସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଯାତ୍ରା ପୁଣି ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ଆଜି ରାତି ୧୧ଟା ୦୫ ମିନିଟରେ ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ । ବ୍ୟାଙ୍କକରେ ପହଞ୍ଚିବା ପରେ ଶନିବାର ସକାଳ ପ୍ରାୟ ୫ଟା ୩୦ ମିନିଟରେ ପୁଣି ଭୁବନେଶ୍ୱର ଅଭିମୁଖେ ଫେରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ। ଭୁବନେଶ୍ୱରରୁ ସୋମବାର ଓ ଶୁକ୍ରବାର ଏବଂ ବ୍ୟାଙ୍କକରୁ ମଙ୍ଗଳବାର ଓ ଶନିବାର ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *