ଓଡ଼ିଶା ପୋଲିସ ଦ୍ୱାରା ଚାଲିଥିବା ବିଶେଷ ଅଭିଯାନ ‘ଅପରେସନ୍ ଅନ୍ୱେଷଣ’ ମାଧ୍ୟମରେ ରାଜ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି। ସପ୍ତାହବ୍ୟାପୀ ଚାଲିଥିବା ଏହି ଅଭିଯାନରେ ଦେଶର ୧୭ଟି ରାଜ୍ୟରେ ୨୭ଟି ବିଶେଷ ଟିମ୍ ଚଢ଼ାଉ କରି ମୋଟ ୧୦୧ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୧୧ ଜଣଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏଥି ସହିତ ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୪୮ ଜଣ ନାବାଳିକା ଶିଶୁ ଶ୍ରମିକ ଓ ଅନ୍ୟାନ୍ୟ କାରଣରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। Post navigation Make in Odisha Goes Global: ୟୁଏଇରେ ଓଡ଼ିଶାର ନିବେଶ ଅନ୍ବେଷଣ ନେଇ ଉଚ୍ଚସ୍ତରୀୟ ବୈଠକ सिंगापुर के प्रधानमंत्री की सैलरी में 64% की बढ़ोतरी, अब सालाना ₹27 करोड़ मिलेंगे