ତାଜା ଖବର ରାଜ୍ୟ New Police Transfer Rule in Odisha: ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ପୁଲିସ୍ ଅଧିକାରୀ April 10, 2026 Papirani ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ କୌଣସି ପୋଲିସ ଅଧିକାରୀ। ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ମଧ୍ୟ ରହିପାରିବେ ନାହିଁ। ଗାଦି ମଡ଼ା ଅଫିସରଙ୍କ ତାଲିକା ମାଗିଲେ ରାଜ୍ୟ ସରକାର । ରାଜ୍ୟରେ ପୁଲିସ ପ୍ରଶାସନକୁ…
ତାଜା ଖବର ରାଜ୍ୟ prestigious President’s Colour Award: ଓଡିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟ କଲର୍ ଆୱାର୍ଡ April 6, 2026 Papirani ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ରାଜ୍ୟ ପୋଲିସ ଖୁବଶୀଘ୍ର ଭାବେ ପାଇବାକୁ ଯାଉଛି ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ‘ପ୍ରେସିଡେଣ୍ଟ କଲର୍ ଆୱାର୍ଡ’। ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ…
ରାଜ୍ୟ Odisha Police Marks Foundation Day: ୭୮ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଶା ଡିଜିପି ପଦକ ପ୍ରଦାନ April 1, 2026 Nirvay ଆଜି ୧ ଏପ୍ରିଲ୍ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ୭୮ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପଦକ (ଡିଜିପି ପଦକ) ପ୍ରଦାନ କରାଯାଇଛି । କଟକର ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ…
ତାଜା ଖବର ରାଜ୍ୟ Police DG Warns IPS Officers: ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପୁଲିସ୍ ଡିଜିଙ୍କ ତାଗିଦ March 26, 2026 Nirvay ରାଜ୍ୟର ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଓଡିଶା ଡିଜିପି କଡ଼ା ତାଗିଦ କରିଛନ୍ତି । କଟକ-ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗ ଦେଉନଥିବାରୁ ପ୍ରାୟ ୩୬ ଜଣ ଆଇପିଏସ୍ ଅଫିସରଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ତାଗିଦ କରିଛନ୍ତି । ଏଣିକି ବିନା ଅନୁମତିରେ ଓଡିଶା…
ତାଜା ଖବର ରାଜ୍ୟ Anti-Drug Crackdown: ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା March 20, 2026 Papirani ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତ ଆହ୍ଵାନ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ୧୫ ସୂତ୍ରୀ ମାର୍ଗଦର୍ଶୀକାକୁ ଆଧାର କରି ସାରା ଦେଶରେ ନିଶା ବିରୋଧୀ ଅଭିଯାନ ଜାରି ରହିଛି । ଏହା ସହ ଓଡ଼ିଶାର ମାନ୍ୟବର…
ରାଜ୍ୟ Cash Reward Announced For Missing Kids: ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ପୁରସ୍କାର ରାଶି ଘୋଷଣା March 6, 2026 Nirvay ରାଜଧାନୀରେ ଚିନ୍ତା ବଢ଼ାଇଛି ପିଲା ନିଖୋଜ ଘଟଣା । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ତିନି ଜଣ ଶିଶୁ ନିଖୋଜ ହେବା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଲାଙ୍କ ବିଷୟରେ ଖବର ଦେଲେ ୨୫…
ରାଜ୍ୟ Probe against VK Pandian: ଭି.କେ. ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ January 4, 2026 Nirvay ପୂର୍ବତନ 5-T ସଚିବ ଭି.କେ. ପାଣ୍ଡିଆନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଭି କେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ ରେକର୍ଡ ମାଗିଛି କ୍ରାଇମବ୍ରାଞ୍ଚ୍…
ରାଜ୍ୟ Odisha IPS Promotions: ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର December 30, 2025 Nirvay ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ଆଇପିଏସ୍ ଅଧିକାରୀମାନେ ମଧ୍ୟ ପଦୋନ୍ନତି ହାସଲ କରିଛନ୍ତି । IPS ସତ୍ୟଜିତ ନାୟକ, IPS ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ର ଡେପୁଟେସନରେ…
ତାଜା ଖବର ରାଜ୍ୟ Vegetable Shop Fire: ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ; କୁଦାନଗରି ଆଇଆଇସିଙ୍କ ବଦଳି December 28, 2025 Papirani ବାରୁଣୀ ବଜାର ପରିବା ଦୋକାନୀ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଆଇଆଇସି ଅରବିନ୍ଦ ଶରଣ ମହାନ୍ତି ବଦଳି । ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ କୁଦାନଗରି ଆଇଆଇସିଙ୍କୁ ବଦଳି…
ରାଜ୍ୟ Maoist-Free India: ମାଓବାଦୀଙ୍କୁ ଧରିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ଜାରି କରାଗଲା ପୋଷ୍ଟର December 20, 2025 Nirvay ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ବେଳେ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ…