Tag: Odisha Police

ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୋଲିସ ସେବା ପଦକ ଘୋଷଣା କରାଯାଇଛି । ଓଡ଼ିଶାର ୧୯ ଜଣଙ୍କୁ ପୋଲିସ ସେବା ପଦକ ପ୍ରଦାନ କରାଯିବ । କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ସୁପରିଟେଣ୍ଡଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଳ…

ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ବୀପରେ ଉଡ଼ିବ ପତାକା

ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବାକୁ ଯାଉଛି ଗଣତନ୍ତ୍ର ଦିବସ । ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର । ସେ କହିଛନ୍ତି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶା ଉପକୂଲରେ ୧୦ଟି ଦ୍ବୀପ ଚିହ୍ନଟ ହୋଇଛି।…

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ; ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ହେବ ସହଜ । ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍ । ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-୯ ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର…

ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ

ସ୍ୱାଧୀନତା ଦିବସରେ ପୋଲିସ ପଦକ ଦିଆଯିବ। ଏହା ପୂର୍ବରୁ ପଦକ ତାଲିକା ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ ମିଳିବ। ବିଶିଷ୍ଟ ସେବା ପାଇଁ ଓଡିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉତ୍ସର୍ଗୀକୃତ ସେବା ପାଇଁ…