Tag: Odisha Police

Odisha Police Constable Recruitment: ରାଜ୍ୟରେ ପୂରଣ ହେବ ୪୨୧୯ କନଷ୍ଟେବଳ ପଦବୀ

ଓଡ଼ିଶାରେ ପୋଲିସରେ ଖାଲି ଥିବା ୪୨୧୯ କନେଷ୍ଟବଳ ପଦବୀ ପୂରଣ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୋଲିସ କନଷ୍ଟେବଲ…

Odisha SI Exam Scam Case: ଏସଆଇ ପରୀକ୍ଷା ଜାଲିଆତି; ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ତଦନ୍ତ ଭାର ସି.ବି.ଆଇ କୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ…

ସବୁ ଜେଲ୍‌କୁ ସରପ୍ରାଇଜ୍ ଭିଜିଟ୍‌ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ

ତତ୍ପରତା ଦେଖାଇଲା ଜେଲ୍‌ ବିଭାଗ । ଗୃହ ବିଭାଗର ଚିଠି ପରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି କଲା ଜେଲ୍ ବିଭାଗ । ସବୁ ଜେଲ୍‌କୁ ସରପ୍ରାଇଜ୍ ଭିଜିଟ୍‌ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ…

ଏସଆଇ ନିଯୁକ୍ତି ଘୋଟାଲା ମାମଲା: ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌

ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତିରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ୧୧୪…

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଜେଏମ୍ଏଫସି କୋର୍ଟ । ବ୍ରହ୍ମପୁର ଜିଲା ଓ ସେସନ୍ସ…

ପୋଲିସ୍ SI ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ: ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲା ବିଜେଡି

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ କରାଯିବ ବୋଲି ଆଜି ଦଳ ତରଫରୁ ଘୋଷଣା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ,…

ବିଜଦ ଦଲାଲକୁ ଭାଜପାରେ ମିଶାଇଲା କିଏ ?

ଏସ୍‌ଆଇ ପରୀକ୍ଷା ସ୍କାମର ମୁଖ୍ୟ ଦଲାଲ ହେଉଛନ୍ତି ଶଙ୍କର ପୃଷ୍ଟି । ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରିପାରି ନାହିଁ । ତାଙ୍କୁ ନେଇ ଭାଜପା-ବିଜଦ ମଧ୍ୟରେ କଳି ଆରମ୍ଭ ହୋଇଥିବାବେଳେ ଏବେ ସେ ଭାଜପାରେ ବୋଲି କୁହାଯାଉଛି । ନିର୍ବାଚନ…

ପର ପାପ ବୋଝ ବୋହିଲେ ବାମ୍ଫ ନବା ଥୟ

ହଜାର ଥର କହି ସାରିଲୁଣି ଯେ, ମୋହନ ସରକାର କାହିଁକି ନବୀନ ସରକାରଙ୍କ ପାପ ବୋଝ ମୁଣ୍ଡେଇବାକୁ ସୁଖ ପାଉଚନ୍ତି ? ପଦ୍ମ ସରକାରଙ୍କୁ ଯଦି ସୁଖ ଲାଗୁଚି ତେବେ ଆମେ କ’ଣ କରିପାରିବା ? ପୁଣି ଥରେ କହୁଚୁ ଯେ,…

ଏସଆଇ ନିଯୁକ୍ତି ଜାଲିଆତି ମାମଲା; ବଡ଼ ମୁଣ୍ଡମାନଙ୍କୁ ଖସାଇବାକୁ ଉଦ୍ୟମ ହେଉଛି: ବିଜେଡି

ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ପୁଣି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ। ପୁଣି ଦୋହରାଇଲା ସିବିଆଇ ତଦନ୍ତ । ଆଜି ସାମ୍ୱାଦିକ ସମ୍ମିଳନୀ କରି ବିଜେଡିର…

ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ

ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ…