ରାଜନୀତି ରାଜ୍ୟ ବିଜଦ ଦଲାଲକୁ ଭାଜପାରେ ମିଶାଇଲା କିଏ ? October 6, 2025 Papirani ଏସ୍ଆଇ ପରୀକ୍ଷା ସ୍କାମର ମୁଖ୍ୟ ଦଲାଲ ହେଉଛନ୍ତି ଶଙ୍କର ପୃଷ୍ଟି । ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରିପାରି ନାହିଁ । ତାଙ୍କୁ ନେଇ ଭାଜପା-ବିଜଦ ମଧ୍ୟରେ କଳି ଆରମ୍ଭ ହୋଇଥିବାବେଳେ ଏବେ ସେ ଭାଜପାରେ ବୋଲି କୁହାଯାଉଛି । ନିର୍ବାଚନ…
ରାଜ୍ୟ ପର ପାପ ବୋଝ ବୋହିଲେ ବାମ୍ଫ ନବା ଥୟ October 6, 2025 Papirani ହଜାର ଥର କହି ସାରିଲୁଣି ଯେ, ମୋହନ ସରକାର କାହିଁକି ନବୀନ ସରକାରଙ୍କ ପାପ ବୋଝ ମୁଣ୍ଡେଇବାକୁ ସୁଖ ପାଉଚନ୍ତି ? ପଦ୍ମ ସରକାରଙ୍କୁ ଯଦି ସୁଖ ଲାଗୁଚି ତେବେ ଆମେ କ’ଣ କରିପାରିବା ? ପୁଣି ଥରେ କହୁଚୁ ଯେ,…
ତାଜା ଖବର ରାଜ୍ୟ ଏସଆଇ ନିଯୁକ୍ତି ଜାଲିଆତି ମାମଲା; ବଡ଼ ମୁଣ୍ଡମାନଙ୍କୁ ଖସାଇବାକୁ ଉଦ୍ୟମ ହେଉଛି: ବିଜେଡି October 5, 2025 Papirani ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ପୁଣି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ। ପୁଣି ଦୋହରାଇଲା ସିବିଆଇ ତଦନ୍ତ । ଆଜି ସାମ୍ୱାଦିକ ସମ୍ମିଳନୀ କରି ବିଜେଡିର…
ତାଜା ଖବର ରାଜ୍ୟ ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ October 3, 2025 Papirani ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ…
ତାଜା ଖବର ରାଜ୍ୟ ଏସ୍ଆଇ ପରୀକ୍ଷା ବିଭ୍ରାଟ: ବିଜେଡି, ବିଜେପି ମୁହାଁମୁହିଁ October 3, 2025 Papirani ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିବା ବେଳେ ଅପର ପକ୍ଷେ…
ତାଜା ଖବର ରାଜ୍ୟ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ୧୧୯ ଗିରଫ October 1, 2025 Papirani ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲ ଗିରଫ।ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଗିରଫ କରାଯାଇଛି । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ…
ତାଜା ଖବର ରାଜ୍ୟ ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା September 30, 2025 Papirani ଓଡ଼ିଶାରେ ହେବାକୁ ଥିବା ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ। ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା…
ତାଜା ଖବର ରାଜ୍ୟ ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର September 30, 2025 Papirani ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ଜାଲିଆତି ମାମଲାରେ ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ତେଣୁ ଏହି ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନେଇଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ…
ତାଜା ଖବର ରାଜ୍ୟ ଓଡ଼ିଶା ପୋଲିସର ସବ୍ ଇନ୍ସପେକ୍ଟର ପରୀକ୍ଷାରେ ଜାଲିଆତି; ଧରାପଡ଼ିଲେ ୧୨୦ ଜଣ ପରୀକ୍ଷାର୍ଥୀ September 30, 2025 Papirani ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା । ଏସ୍ଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ…
ରାଜ୍ୟ ଅପରେସନ ‘ଅଗ୍ନି’: ୨ ସପ୍ତାହ ମଧ୍ୟରେ ୮ କୋଟି ଟଙ୍କାର ବାଣ ଜବତ September 29, 2025 Nirvay ପର୍ବପର୍ବାଣି ବିଶେଷ କରି ଦଶହରା ଓ ଦୀପାବଳିକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ‘ଅପରେସନ ଅଗ୍ନି’ ଆଧାରରେ ବେଆଇନ ବାଣ ବିକ୍ରେତାଙ୍କ ଉପରେ ଚଢ଼ାଉ ଜାରି ରଖିଛି । “ଅଗ୍ନି” ଅଭିଯାନ ଫଳରେ ରାଜ୍ୟରେ ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟରେ…