ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଥରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଏହି ଡ୍ରୋନ୍ଟି କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଉଡ଼ାଉଥିଲା, ସେ ନେଇ ପୋଲିସ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ନାହିଁ। ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଓ ସୁରକ୍ଷାକର୍ମୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ସିସିଟିଭି ଫୁଟେଜ୍ ସାହାଯ୍ୟରେ ଡ୍ରୋନ୍ ଚାଳକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି। Post navigation Odisha Governor Meets President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ Phuket–Delhi Air India Flight Pilot Sacked After Testing Positive for Drugs