ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଶିବ ଶଙ୍କର ଦାସଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କ ଜାମିନ ଶୁଣାଣି ଘୁଞ୍ଚିଯାଇଛି। ଓଡ଼ିଶା ହାଇକୋର୍ଟ ଏହି ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। Post navigation Odisha Floods Situation: ରାଜ୍ୟର ୪ ଜିଲ୍ଲାରେ ଦେଖାଦେଇଛି ବନ୍ୟାରେ ପରିସ୍ଥିତି: ରାଜେଶ ପ୍ରଭାକର ପାଟିଲ Cannabis Farming on Govt Land in Odisha: ସରକାରୀ ଜମିରେ ଗଞ୍ଜେଇ ଚାଷ କଲେ କଠୋର କାର୍ଯ୍ୟାନୁଷ୍ଠାନ: ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି