ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ । କଟକ ନିଶ୍ଚିତକୋଇଲି ଥାନା ଅଧିନସ୍ଥ ସୁକରପଡ଼ାରେ ଏକ ଯୁବତୀଙ୍କ ସହିତ ୪ରୁ ୬ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଯାଉଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ସୁକରପଡ଼ା ନିକଟରେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ପରେ ଯୁବତୀଙ୍କୁ ଏକାକୀ ପାଇ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଜଣାପଡିଛି। ପୋଲିସ ଘଟଣାକୁ ଅତି ଗୁରୁତର ସହିତ ଗ୍ରହଣ କରି ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଥିବା କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । Post navigation Odisha Ex MLAs meet CM Mohan Majhi: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟର ପୂର୍ବତନ ବିଧାୟକ ବୃନ୍ଦ, ବିଭିନ୍ନ ସମସ୍ୟା ନେଇ ଆଲୋଚନା Ravenshaw University Hostel Row: Chief Warden, 26 Wardens Changed With Immediate Effect