କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ବେଳେ ଚାଷୀଙ୍କ ଜୀବନ ହାରିବାକୁ ଉଦ୍ୟମ । ସମସ୍ୟାର ସମାଧାନ ନହେବାରୁ ପ୍ରଶାସନ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦୁଇ ଚାଷୀ। ବେଆଇନ ଚିଙ୍ଗୁଡ଼ି ଘେରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ୨ ଜଣ ଚାଷୀ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଚାଷୀଙ୍କୁ କାବୁ କରିଥିବା ଜଣାପଡିଛି। Post navigation IPS Officers Promoted to DG Rank: ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା CID Arrests Ex-JPSC Chairperson: ଝାଡ଼ଖଣ୍ଡ JPSC ନିଯୁକ୍ତି ଦୁର୍ନୀତି ମାମଲା: ପୂର୍ବତନ ଅଧ୍ୟକ୍ଷ ଏଲ୍ ଖୈଙ୍ଗଟେ ଗିରଫ