ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତତ୍କାଳୀନ DFO ନିଲମ୍ବିତ । ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ସସ୍‌ପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୧ ସୌମ୍ୟରଞ୍ଜନ ମୃତ୍ୟୁ ସମୟରେ ଗଜପତି ଜିଲ୍ଲାର DFO ଥିଲେ ସଂଗ୍ରାମ କେଶରୀ ବେହେରା। ବର୍ତ୍ତମାନ ସଂଗ୍ରାମ ବେହେରା OFDC(କମର୍ସିଆଲ)ର ନିର୍ଦ୍ଦେଶକ ଅଛନ୍ତି।

 

 

Leave a Reply

Your email address will not be published. Required fields are marked *