Tag: ACF Death Case

ACF Soumya Ranjan Death Case: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତତ୍କାଳୀନ DFO ନିଲମ୍ବିତ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତତ୍କାଳୀନ DFO ନିଲମ୍ବିତ । ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ସସ୍‌ପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୧ ସୌମ୍ୟରଞ୍ଜନ ମୃତ୍ୟୁ ସମୟରେ ଗଜପତି ଜିଲ୍ଲାର DFO…