କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଉକ୍ତ ଗାଡ଼ିରେ କାର୍‌ ଡ୍ରାଇଭରଙ୍କ ସମେତ ୬ ଜଣ ଥିଲେ। କାର୍‌ଟି ଆନ୍ଧ୍ରପ୍ରଦେଶର କାକିନାଡା ଯାଉଥିବା ପୋଲିସ କହିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *