Day: 8 April 2026

Repo Rate Unchanged: ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲ ୨୦୨୬ ର ମୁଦ୍ରା ନୀତି କମିଟି ବୈଠକରେ ରେପୋ ହାରକୁ ୫.୨୫% ରେ ଅପରିବର୍ତ୍ତିତ ରଖିଛି ଆର୍‌ବିଆଇ। ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି କମିଟି (MPC)ବୈଠକରେ ରେପୋରେଟ ହାର ଅପରିବର୍ତ୍ତିତ ରଖାଯାଇଛି। ରୋପେ…

Gold Price Hike: ପୁଣି ବଢ଼ିଲା ସୁନା ଦର

ବିଶ୍ୱ ସ୍ତରରେ ଚାଲିଥିବା ଉତ୍ତେଜନାରେ ଅସ୍ତ୍ରବିରତି ଘୋଷଣା ପରେ ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଛି । ଇରାନ-ଆମେରିକା ଯୁଦ୍ଧ ବିରତି ପରେ ପୁଣି ବଢ଼ିଲା ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା…

Chhatar Sevak Suspended in Puri: ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ଠକେଇ ମାମଲା; ଛତାର ସେବକ ନିଲମ୍ବିତ

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନିୟମିତତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ନାଁରେ ଭକ୍ତଙ୍କୁ ଠକିବା ମାମଲାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛତାର ସେବକ ରଞ୍ଜିତ କରଙ୍କୁ…

Vigilance raids residence of Additional Chief Engineer: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି…

US, Iran Announce Ceasefire: ଇରାନ ଆମେରିକା ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା

ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି । ୨ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ମଧ୍ୟପ୍ରାଚ୍ୟରେ ଗତ ଫେବ୍ରୁଆରୀ ୨୮ ତାରିଖ ଠାରୁ ଜାରି ଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା…